ଓଡ଼ଗାଁ ରଘୁନାଥ ମନ୍ଦିରରେ ନିମ୍ନମାନର ପ୍ରସାଦ : ବଢ଼ୁଛି ଶ୍ରଦ୍ଧାଳୁଙ୍କ ଅସନ୍ତୋଷ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀରଘୁନାଥ ଜିଉଙ୍କ ନିମ୍ନମାନର ପ୍ରସାଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ଥିଲେ ମଧ୍ୟ ତାହା ସୁସ୍ବାଦୁ ନୁହେଁ ବୋଲି ଅନେକ କହିଛନ୍ତି। ଏପଟେ ମାସକୁ ଚାଳିଶ ହଜାର ଟଙ୍କା ପ୍ରସାଦରୁ ଆଦାୟ ହେଉଥିବା ବେଳେ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ମନ୍ଦିର ପ୍ରଶାସନ କହିଛି। ସୂଚନାଯୋଗ୍ୟ, ଓଡ଼ଗାଁର ଶ୍ରୀରଘୁନାଥ ଜିଉ ବେଶ୍‌ ବିଖ୍ୟାତ। ୧୬୨୫ ମସିହାରେ … Continue reading ଓଡ଼ଗାଁ ରଘୁନାଥ ମନ୍ଦିରରେ ନିମ୍ନମାନର ପ୍ରସାଦ : ବଢ଼ୁଛି ଶ୍ରଦ୍ଧାଳୁଙ୍କ ଅସନ୍ତୋଷ